https://www.artlexing.com/ scam sites xnxx bokep indo bokep jepang child sex
Home - indigenousvoice.in

indigenousvoice.in

Ground Report View All

  • Ground Report

    ନାଥପୁର ହିଂସା

    ବାବାସାହେବ ଆମ୍ୱେଦକର ସାମାଜିକ ବାସନ୍ଦକୁ ନେଇ ଆଜିଠାରୁ ପ୍ରାୟ ଅଶୀ ବର୍ଷ ତଳେ ଯାହା କହିଥିଲେ, ତାହାର ବାସ୍ତବତା ଆଜିର ଦିନରେ ମଧ୍ୟ ଏତେ କମ୍ ହୋଇନାହିଁ । ତାଙ୍କ ମତରେ ସାମାଜିକ ବାସନ୍ଦ ଜନିତ ଦଣ୍ଡବିଧାନ ଏପରି ପୀଡାଦାୟକ ଯେ ଏହା ମୃତ୍ୟୁ ସହିତ ସମାନ ହୋଇଥାଏ । ମଣିଷ ତା ଚାରିପାଖର ସମାଜଠାରୁ ବିଚ୍ଛିନ୍ନ ହୋଇ ଜୀବନଧାରଣ କରିବା ଖୁବ କଷ୍ଟକର । ମଣିଷର ଏହି ଅସହାୟତାର ସୁଯୋଗ ନେଇ ଜାତି ତାକୁ ନିଜର ଶୃଙ୍ଖଳା ଓ ବିଧାନକୁ ମାନିବାକୁ ବାଧ୍ୟ କରାଏ ।

    4th Feb 2026

  • Ground Report

    କୁଦଲା କାହାଣୀ

    ଏତଦୃଶ ସଚେତନତା କି ପ୍ରତିରୋଧ କୁଦଲା ଘଟଣାରେ ଦେଖାଗଲା ନାହିଁ । ପ୍ରକାରାନ୍ତେ କୁହାଗଲା ଦଳିତ ପାଇଁ ସ୍ୱର ଦଳିତ ସଙ୍ଗଠନ ଉଠେଇବ । ଯେପରି ଦଳିତ ନିର୍ଯ୍ୟାତନାର ସ୍ୱର କଥିତ ମୁଖ୍ୟଧାରାର ସମାଜ ଉଠେଇବା ପରମ୍ପରା ବିରୋଧି ।ଓଡ଼ିଶାର ନାରୀବାଦୀମାନେ ତଥା ନାରୀବାଦୀ ସଙ୍ଗଠନଗୁଡିକ ଆଶ୍ଚର୍ଯ୍ୟ ଧରଣର ନିରବତା ଅବଲମ୍ବନ କଲେ । ଅନ୍ୟ ଅନେକ ଘଟଣାମାନଙ୍କ ପରି ମୁଖର ନଥିଲେ । ହୁଏତ ଓଡ଼ିଶାର ନାରୀବାଦ ଦଳିତ ନାରୀର ସ୍ଥାନ ବର୍ତ୍ତମାନ ପର୍ଯ୍ୟନ୍ତ ନିରୂପଣ କରି ପାରିନାହିଁ ।

    4th Feb 2026

  • Ground Report

    ଭଙ୍ଗା ଇଟା ଚୁଲିର ଭାତ

    ଭେଦଭାବ କେବଳ ମନରେ ତିକ୍ତତା ବୃଦ୍ଧି କରିଥାଏ ତାହାଛଡା ଆଉ କୌଣସି ବିଷୟରେ ତାହାର ପ୍ରୟୋଜନୀୟତା ନଥାଏ । ତିକ୍ତତା ବେଳେବେଳେ ହିଂସାର ରୂପ ନେଇଥାଏ । ଆଉ ହିଂସା ମୃତ୍ୟୁର ରୂପ ଧାରଣ କରିଥାଏ । ସେଦିନ ଆମର ଭୁଲ କଣ ଥିଲା ? ଯେ ଗାଁ ଲୋକ ଆମ ଘର ଜାଳି ପୋଡି ଛାରଖାର କରିଦେଲେ ।

    3rd Feb 2026

  • Ground Report

    Tol (Mahua) Seeds: The Lifeline of Adivasis in Malkangiri

    In Odisha, while there has been a unique effort to transform the governance model by making it directly peoples centric through initiatives like “Mo Sarkar”, the Adivasi of remote areas of Malkangiri district continue to face serious challenges in securing basic income.

    2nd Feb 2026

  • Ground Report

    Economic Fallout of COVID-19 on Charamula Village, Odisha

    The lockdown completely left the village labour force unemployed. With no earnings, families were using their different resources to meet their day-to-day requirements, however soon they were trapped in new debts.

    2nd Feb 2026

Politics View All

Politics

ସମ୍ବିଧାନ ଓ ଦଳିତ-ବହୁଜନ ସମାଜ

ସମ୍ବିଧାନକୁ ନେଇ ବ୍ରାହ୍ମଣବାଦୀଙ୍କ ଭୟ ଓ ଘୃଣାର ଏକ ଐତିହାସିକ କାରଣ ଅଛି । ଇତିହାସକୁ ପରିଭାଷିତ କରିବାକୁ ଯାଇ ବାବାସାହେବ ଆମ୍ବେଦକର କହନ୍ତି ଯେ ଇତିହାସ ହେଉଛି ଶ୍ରମଣ ଓ ବ୍ରାହ୍ମଣଙ୍କ ସଂଘର୍ଷର ପରିଣାମ । ସମ୍ବିଧାନ ପ୍ରଣୟନ କରିବା ପୂର୍ବରୁ ଯେମିତି ଅନେକ ବାଧାବିଘ୍ନ ଆସିଥିଲା, ସମ୍ବିଧାନ ଲାଗୁ ହେଲା ପରେ ବି ଏହାକୁ ଅକାମୀ କରିଦେବାର ତଥା ବଦଳେଇବାର ଷଡଯନ୍ତ୍ର ଏଯାଏ ଚାଲିଛି । 

4th Feb 2025 | Indigenous Voice

Politics

ଓଡ଼ିଶାରେ ବିକଳ୍ପ ରାଜନୀତି

ଓଡିଶାରେ ପରୋକ୍ଷ ଜାତିବାଦ କାର୍ଯ୍ୟକରୁଥିବା ପରି ମନେହୁଏ । ଅଳ୍ପ ସଂଖ୍ୟାଥିବା ଗୋଟିଏ ଦୁଇଟି ଜାତି ଦୀର୍ଘବର୍ଷ ଧରି ସ୍ୱାଧିନତା ପରଠାରୁ ରାଜନୀତିକ କ୍ଷମତାକୁ ନିଜ ହାତମୁଠାରେ ବନ୍ଦକରି ରଖିବା ଓ ସଂଖ୍ୟାଧିକ ଜାତିକୁ ଏହି କ୍ଷମତା ବଳୟ ମଧ୍ୟକୁ ଆସିବାକୁ ନଦେବା ବି ଗୋଟିଏ ପ୍ରକାରର ଜାତିବାଦ ଓ ଜାତିବାଦର ଏହା ଏକ ଭୟଙ୍କର ରୂପ । 

4th Feb 2025 | Indigenous Voice

Politics

ମାନ୍ୟବର କାଂଶୀରାମ ସାହେବଙ୍କ ସାମାଜିକ ଓ ରାଜନୈତିକ ଦର୍ଶନ

“ରାଜନୀତି ସତ୍ତା ହେଉଛି ମୂଖ୍ୟ ଚାବିକାଠି, ଯାହା ସମସ୍ତ ସମାଧାନରଦ୍ୱାର ଖୋଲି ଦେଇପାରେ ।” ଏକ ନିର୍ଦ୍ଧିଷ୍ଟ ବୈଜ୍ଞାନିକ ପଦ୍ଧତିକ୍ରମେ ମାନ୍ୟବର କାଂଶୀରାମ ସାହେବ BAMCEF, BRC, DS4  ସଂଗଠନ ନିର୍ମାଣ କରି ମାନ୍ୟବର କାଂଶୀରାମ ସାହେବ ସମଗ୍ର ଦେଶବ୍ୟାପୀ ବହୁଜନ ସମାଜକୁ, ଶିକ୍ଷିତ, ଆନ୍ଦୋଳିତ ଏବଂ ସଂଗଠିତ କଲେ । ପରିଣାମ ସ୍ୱରୂପ ବହୁଜନ ସମାଜରେ ଏକ ନୂତନ ରାଜନୀତିକ ଚେତନା ଓ ଆମ୍ବେଦକରବାଦୀ ଶାସକବର୍ଗ ହେବା ପାଇଁ ବହୁଜନ ଶକ୍ତିର ସଞ୍ଚାର ହେଲା ।

3rd Feb 2025 | Indigenous Voice

Economy View All

Economy

କୃଷି, କୃଷି ଆଇନ, ଓ କୃଷକ ଆନ୍ଦୋଳନ

କୃଷି ବିଲର ପ୍ରତ୍ୟାହାରକୁ ବିଜୟ ଭାବୁଥିବା କୃଷକ ଆନ୍ଦୋଳନ କୃଷି ଉପରେ ନିର୍ଭରଶୀଳ ଏକ ବଡ ସମୁଦାୟ ଯଥା ଭୂମିହୀନ କୃଷି ଶ୍ରମିକମାନଙ୍କ ସମସ୍ୟାକୁ ନେଇ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଆସିଛି । ଏଠି କହିରଖିବାକୁ ଚାହେଁ ଭାରତୀୟ କୃଷି କ୍ଷେତ୍ରରେ ଥିବା ସମସ୍ତ ଭୂମିହୀନ କୃଷିଶ୍ରମିକ ଦଳିତ ବର୍ଗରୁ ଆସିଥାନ୍ତି ଯେଉଁମାନଙ୍କ ପାଖରେ ବଜାରରେ ବିକ୍ରି କରିବା ପାଇଁ ଉତ୍ପାଦିତ ଦ୍ରବ୍ୟ ନାହିଁ  । ପ୍ରଶ୍ନ ଉଠେ କାହିଁକି ଏହି ଭୂମିହୀନ ଶ୍ରମିକମାନଙ୍କ ସମସ୍ୟା ଏ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନର ଦୃଷ୍ଟି ଆକର୍ଷଣ କରିପାରିନାହିଁ ।

22nd Feb 2025 | Indigenous Voice

Economy

Odisha Vision 2036: Can Odisha be among the Top Ten States of India?

Despite one of the fastest growing states of the country, Odisha continues to figure disproportionally in all deprivation indicators. The budgetary allocation in critical social sectors has been continued to be negligible without any proper policy target and time frame.

22nd Feb 2025 | Indigenous Voice

Economy

ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରବାସୀ ଶ୍ରମିକ

ଓଡିଶା ଅର୍ଥନୀତିକ କ୍ଷେତ୍ରରେ ଅନେକ ପ୍ରଗତି କରିଛି । ଜାତୀୟ ହାରକୁ ବି ପାର କରିଦେଇଛି । ଗତ କିଛି ବର୍ଷ ଲଗାତର ଜାତୀୟ କୃଷି କର୍ମଣ ପୁରସ୍କାରମଧ୍ୟ ମିଳିଛି ମାତ୍ର ଶ୍ରମିକ ଚାଲାଣରେ ମଧ୍ୟ ପ୍ରଥମ ସ୍ଥାନ ଗ୍ରହଣ କରିଛି । ଆଶାତୀତ କର୍ମ ନିଯୁକ୍ତିର ଅଭାବରେ ଯୁବ ଗୋଷ୍ଠୀ ନିଜ ଭିଟାମାଟି ଛାଡି ଦାଦନ ଯିବା ପାଇଁ ବାଧ୍ୟ ହେଉଛନ୍ତି ଯାଉଛନ୍ତି ।

3rd Feb 2025 | Indigenous Voice

Literature View All

  • Literature

    ଖେତପୁରାଣ: ମାଟି ଓ ରାଜନୀତିର ପୌରାଣିକ ଆଖ୍ୟାନ

    ଖେତପୁରାଣ (୨୦୨୧) କବି ଅଖିଳ ନାୟକଙ୍କ ଶେଷ କବିତା ସଂକଳନ । ଏହା ପୂର୍ବରୁ ତାଙ୍କର ଗାଧୁଆବେଳ (୧୯୯୩), ଗୁଲିଖଟି (୧୯୯୬), ଧୋବ ଫରଫର (୨୦୦୧), ଧିକ (୨୦୦୮) ଆଦି କବିତା ସଂକଳନ ତଥା ଭେଦ (୨୦୧୦), ଓ ଅବିଜା (୨୦୧୨ ପଶ୍ଚିମା ପୂଜା ସଂଖ୍ୟା) ଉପନ୍ୟାସ ପ୍ରକାଶିତ । ଭେଦ ଉପନ୍ୟାସ ୨୦୧୭ ମସିହାରେ ଇଂରାଜୀ ଅନୁବାଦ ହେବା ପରେ ଚର୍ଚ୍ଚିତ ହେବା ସହ ବହୁ ପ୍ରସାରିତ ମଧ୍ୟ ।

    4th Feb 2026

  • Literature

    ବୌଦ୍ଧିକ ବୈଷମ୍ୟର ଶିକାର: ଡମ ଭାଷା

    ଗୋଟିଏ ଭାଷାକୁ ଜନ୍ମ ଦେଇ, ସାମାଜିକ ଚଳଣିରେ ତାକୁ ପ୍ରତିଷ୍ଠା କରିବା ସେଇ ସମାଜ ପାଇଁ କେତେବଡ଼ କାଠିକର ପାଠ ହୋଇଥିବ ତାହା ଆଜିର ଲୋକେ କହିବା ବା ଅନୁଭବ କରିବା କଷ୍ଟକର ବ୍ୟାପାର ଅଟେ । ଆମର ସାମାନ୍ୟ ଅବହେଳା ଯୋଗୁଁ ଏତେ ଶହ ବର୍ଷର ପ୍ରାଚୀନ ଭାଷା-ସଂପତ୍ତି, ସଂପ୍ରତି ଅନେକ ପ୍ରକାର ଭାଷା ସଂରକ୍ଷଣର ବ୍ୟବସ୍ଥା ମହଜୁଦ ଥିବା ସତ୍ତ୍ୱେ ଆଖି ଆଗରେ ମରିଯାଉଥିବାର କଥା କେବଳ ମାତ୍ର ବୈଷମ୍ୟକୁ ସୂଚନା ଦିଏ ନାହିଁ ବରଂ ଆମର ଭିତରେ ଥିବା ବୌଦ୍ଧିକ ଚେତନାର ଅପାରଗତାକୁ ମଧ୍ୟ ଧିକ୍କାର କରେ ।

    3rd Feb 2026

Law Watch View All

  • Law Watch

    SC Upholds Changes to SC/ST Atrocities Law

    On February 10, 2020, the Supreme Court of India upheld the constitutional validity of the Scheduled Castes and the Scheduled Tribes (Prevention of Atrocities) Amendment Act, 2018. This decision reinforced the stringent provisions of the original 1989 Act, aiming to protect marginalized communities from discrimination and violence. Background: March 20, 2018 Judgment: The Supreme Court had issued a ruling that introduced safeguards to prevent the alleged misuse of the SC/ST Act. Key directives included: Allowing anticipatory bail if no prima facie case was established. Mandating a preliminary inquiry before registering an FIR. Requiring approval from senior officials prior to arresting public servants. These measures were intended to protect individuals from false accusations but were perceived by many as diluting the Act’s effectiveness. Public Response: The 2018 judgment led to widespread protests across India, with critics arguing that it weakened protections for SC/ST communities. In response to the public outcry, the government enacted the 2018 Amendment to restore the original provisions of the Act. Key Provisions of the 2018 Amendment: Eliminated the requirement for a preliminary inquiry before filing an FIR under the Act. Removed the need for prior approval before arresting individuals accused under the Act. Reinstated the bar on anticipatory bail for offenses under the Act. Supreme Court’s 2020 Ruling: The Court upheld the 2018 Amendment, emphasizing that: Anticipatory bail should only be granted when a prima facie case is not established. A preliminary inquiry is not mandatory before registering an FIR. Approval from senior officials is not required for arrests under the Act. Justice Ravindra Bhat, in a concurring opinion, highlighted the importance of treating all citizens equally and fostering fraternity. He cautioned that liberal use of anticipatory bail could undermine the Act’s purpose. This ruling underscores the judiciary’s recognition of the persistent challenges faced by SC/ST communities. By upholding the 2018 Amendment, the Supreme Court reinforced the legislative intent to provide robust protections against atrocities and discrimination.

    10th Feb 2026

  • Law Watch

    Supreme Court’s verdict on sub-classification of SCs and STs for Reservation

    While the intention behind sub-classification is to promote fairness, its execution and long-term impact remain contentious. Ensuring that this policy is backed by robust data and implemented with careful monitoring will be crucial. Otherwise, it could end up dividing communities, creating new disparities, and complicating the reservation system rather than improving it.

    10th Feb 2026